ଚନ୍ଦାହାଣ୍ଡିରୁ କୃଷକଙ୍କ ରଣହୁଙ୍କାର, ଆରମ୍ଭ ହେଲା ପଦଯାତ୍ରା

ଚନ୍ଦାହାଣ୍ଡି : ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆଜି ଚାଷୀ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୩୦ କିମି ଏକ କିଷାନ୍ ପଦଯାତ୍ରା ଆଜି ଆରମ୍ଭ ହୋଇଛି। ଆଜି ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପ୍ସ ଠାରେ ଏକତ୍ରିତ ହୋଇ ପଦଯାତ୍ରାରେ ଭାଗ ନେଇଥିଲେ। ଗ୍ରାମ୍ୟ ପୂଜାରୀ ସ୍ଥାନୀୟ ପେଣ୍ଡ୍ରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ଝରିଗାଁ, ଉମରକୋଟ, … Continue reading ଚନ୍ଦାହାଣ୍ଡିରୁ କୃଷକଙ୍କ ରଣହୁଙ୍କାର, ଆରମ୍ଭ ହେଲା ପଦଯାତ୍ରା